Skip to main content

ଦୀପର ଜୀବନ // Odia Shayari Poetry By Maheswar Kabi


ଦୀପର ଜୀବନ


ଦୀପରୁ ତେଲ ସରି ସରି ଯାଏ ,
ପବନରେ ଶିଖା ଦୋହଲି ଯାଏ , 

ଅନ୍ୟମାନଙ୍କୁ ସେ ଆଲୋକ ଦିଏ , 
ନିଜ ଚାରିପାଖ ଅନ୍ଧାର ଥାଏ  ,

କିଛି ସମୟରେ ସେ ଲିଭିଯାଏ , 
ଅନ୍ୟ ଖୁସିରେ ଆନନ୍ଦ ପାଇଥାଏ , 

ପ୍ରେମର ଆଲୋକ ସେ ବିଞ୍ଚିଦିଏ , 
ପାଇବାର ଆଶାଠୁ ଦୂରରେ ଥାଏ , 

                       ଦୀପରୁ ତେଲ ସରି ସରି ଯାଏ । 

                              ପ୍ରସ୍ତୁତି :- ମହେଶ୍ବର କବି


ଶୁଭଦିନର ଶୁଭେଚ୍ଛା ପତ୍ର ଯେପରିକି ଜନ୍ମଦିନ , ବିବାହ ବାର୍ଷିକୀ ପାଇଁ ନିଜ ଭାଷାରେ ଓଡ଼ିଆ କବିତା ସହ ଶୁଭେଚ୍ଛା ପତ୍ର ପ୍ରସ୍ତୁତି ପାଇଁ ସମ୍ପର୍କ କରନ୍ତୁ । 

Call / WhatsApp ☎️:- 8917237528




Comments

Popular posts from this blog

🙏 ମାଁ ସନ୍ତୋଷୀ ଶାହା 🙏 // Odia Maa Santoshi Bhajan // Maa Santoshi Odia Bhajan By Maheswar Kabi Kabita

🙏 ମାଁ ସନ୍ତୋଷୀ ଶାହା 🙏 // Odia Maa Santoshi Bhajan // Maa Santoshi Odia Bhajan By Maheswar Kabi Kabita ପୁଅକୁ ମୋହର ମାଁ ସନ୍ତୋଷୀ ଶାହା , ତାଙ୍କରି ବିନା କିଏ କରିବ ଆହା , ଷୋହଳ ଶୁକ୍ରବାର କରିଛି ବ୍ରତ , ସକଳେ ସଞ୍ଜେ ତାଙ୍କୁ ଭଜୁଛି ନିତ୍ଯ ,  ମାଆ ବନିଛନ୍ତି ମୋ ପୁଅର ରାହା ,              ପୁଅକୁ ମୋହର ମାଁ ସନ୍ତୋଷୀ ଶାହା ,              ତାଙ୍କରି ବିନା କିଏ କରିବ ଆହା ,,                   1 ମୋ ପୁଅ ଜୀବନରୁ ହଟୁ ବିପଦ , ଜୀବନରେ ଭରୁ ତା ସୁଖ ସମ୍ପଦ , ତା ହାତର ସବୁ ଦୋଷ କର କ୍ଷମା , ତାଠାରୁ କେବେ ଦୂରେଇ ଯାଅନା ମାଁ , ମାଆ ବନିଯାଅ ମୋ ପୁଅର ରାହା ,                ପୁଅକୁ ମୋହର ମାଁ ସନ୍ତୋଷୀ ଶାହା ,                ତାଙ୍କରି ବିନା କିଏ କରିବ ଆହା ,,       ...

🙏 ମାଁ ପରା ଅଛି 🙏 // Maa Santoshi Odia Bhajan // Odia Bhajan Gita & Odia Shayari Bhajan By Maheswar Kabi

🙏 ମାଁ ପରା ଅଛି 🙏 // Maa Santoshi Odia Bhajan // Odia Bhajan Gita & Odia Shayari Bhajan By Maheswar Kabi ଜୀବନେ ମୋର କେତେ ଦୁଃଖ ଆସୁଛି , ମନରେ କେତେ ଦ୍ବନ୍ଦ ସୃଷ୍ଟି ହେଉଛି , ଷୋହଳ ଶୁକ୍ରବାର ବ୍ରତ କରିଛି , ଜାଣିଛି ମୋ ପାଇଁ କି ମାଁ ପରା ଅଛି ,,                  1 ମାଁ ଲୋ ମାଁ ସନ୍ତୋଷୀ ମାଁ ପାଖରେ ଥା , ଦୁଃଖ ସୁଖ ମୋହର ସବୁ ଶୁଣୁ ଥା , ଅବାଟରୁ ମତେ ଦୂରେଇ ରଖ , ସ୍ନେହ ଶ୍ରଦ୍ଧା ହେଉ ମୋହରି ମିତ , ଭବିଷ୍ୟତ ମୋର ଦିଅ ହେ ବାଛି , ଜାଣିଛି ମୋ ପାଇଁ ମାଁ ପରା ଅଛି ,,                 2 ସର୍ବଦା ରହୁ ତୁମ ଆର୍ଶିବାଦ , ଲୋଡା ନାହିଁ ମୋର ଧନ ସମ୍ପଦ , ଆସିଅଛ ଯଦି ଧରା ପୃଷ୍ଠରେ , ଭକ୍ତି ଭରିଦିଅ ସବୁ ମନରେ , ତୁମରି ମହିମା ବସି ଲେଖୁଛି , ମୁ ଡରିବି କାହିଁକି ମାଁ ପରା ଅଛି ,,                   3 Maheswar Kabi Kabita #odia_bhajan #odia_maa_santoshi #maa_santoshi_odia #odia_bhajana #odia_shayari ...

🙏 ହେ ଶନିଦେବ 🙏 / Odia Sani Bhajan // Odia Shani Dev Bhajan / Odia Bhajan by Maheswar Kabi Kabita

🙏 ହେ ଶନିଦେବ 🙏 / Odia Sani Bhajan // Odia Shani Dev Bhajan / Odia Bhajan by Maheswar Kabi Kabita ହେ ଶନିଦେବ ଘେନ ମୋ ପ୍ରଣାମ , ନ୍ଯାୟଦାତା ତୁମେ ଦେଖ କରମ , ଦେଉଛ ତୁମେ ପାପ ପୁଣ୍ଯ ଫଳ , ସୁଖ ଦୁଃଖ ଦେଉଅଛ ସକଳ , ଦେଖୁଅଛ ସଭିଙ୍କ ପରିଶ୍ରମ ,               ହେ ଶନିଦେବ ଘେନ ମୋ ପ୍ରଣାମ ,               ନ୍ଯାୟଦାତା ତୁମେ ଦେଖ କରମ ,,               1 ଧର୍ମ ନିକିତିରେ କର୍ମ ଦଉଲ , ବାହାର କର ହେ ଧରମ ମୁଲ ,  ପ୍ରାୟଶ୍ଚିତ ପାଇଁ ଦିଅ ସୁଯୋଗ , ବତାଇ ଦିଅ ତୁମେ ସଠିକ୍ ଦିଗ , ଦେଖୁଅଛ ସଭିଙ୍କ ପରିଶ୍ରମ ,                ହେ ଶନିଦେବ ଘେନ ମୋ ପ୍ରଣାମ ,                ନ୍ଯାୟଦାତା ତୁମେ ଦେଖ କରମ ,,                2 ଯିଏ କରିଥାଏ ଯେଉ...